ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଙ୍ଗୀତ ସରଞ୍ଚନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଙ୍ଗୀତ ସରଞ୍ଚନା   ବିଶେଷ୍ୟ

ଅର୍ଥ : ଏକସଙ୍ଗେ ବଜାଇ ବା ଗାନ କରାଯାଉଥିବା ଅଂଶଗୁଡ଼ିକରୁ ପ୍ରସ୍ତୁତ ହେଉଥିବା ଏକ ସଙ୍ଗୀତାତ୍ମକ ସ୍ୱରୂପ

ଉଦାହରଣ : ସଙ୍ଗୀତ ସରଞ୍ଚନାରେ ଆଉ ଗୋଟିଏ ମଧୁର ପଙ୍କ୍ତି ମିଶିଗଲା

ସମକକ୍ଷ : ସଂଗୀତ ସରଂଚନା


ଅନ୍ୟ ଭାଷାରେ ଅନୁବାଦ :

* वह संगीतात्मक स्वरूप जो साथ-साथ बजाए या गाए जानेवाले भागों से बनता है।

संगीत संरचना में एक और मधुर पंक्ति जुड़ गई।
संगीत संरचना

The musical pattern created by parts being played or sung together.

Then another melodic line is added to the texture.
texture