ଅର୍ଥ : ସଂଗଣକ ବା କଂପ୍ୟୁଟର ଦ୍ବାରା ତିଆରି ରେଖାଚିତ୍ର
ଉଦାହରଣ :
ବେଳେବେଳେ ନିଷ୍ପତ୍ତି ନେବା ନିମନ୍ତେ ଅମ୍ପାୟାର କଂପ୍ୟୁଟର ଗ୍ରାଫିକ୍ସର ସହାୟତା ନେଇଥାନ୍ତି
ସମକକ୍ଷ : କଂପ୍ୟୁଟର ଗ୍ରାଫିକ୍ସ, ଗ୍ରାଫିକ୍ସ
ଅନ୍ୟ ଭାଷାରେ ଅନୁବାଦ :
संगणक या कम्प्यूटर द्वारा बना रेखाचित्र।
अंपायर कभी-कभी निर्णय लेने के लिए संगणक रेखाचित्र की सहायता लेता है।