ଅର୍ଥ : କୌଣସି କାମ ଆରମ୍ଭ କରିବା ବା ନ କରିବା, ହେଉଅଛି ବା ହେଉନାହିଁ, କିମ୍ବା କୌଣସି ଅବସ୍ଥାରେ ପହଞ୍ଚିଚି ଏହାର ସୂଚକ
ଉଦାହରଣ :
ମଟର ଗାଡ଼ି ଚଲେଇବା ସମୟରେ ସିଗ୍ନାଲ ଉପରେ ଧ୍ୟାନ ଦେବା ଦରକାର
ସମକକ୍ଷ : ସିଗ୍ନାଲ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମନର ଭାବକୁ ପ୍ରକାଶ କରିବାରେ ଚେଷ୍ଟା
ଉଦାହରଣ :
ବଧିର ସହିତ ସମସ୍ତେ ଠାରରେ କଥାବାର୍ତ୍ତା କରିବାକୁ ପଡ଼େ
ସମକକ୍ଷ : ଅଙ୍ଗଭଙ୍ଗୀ, ଇଙ୍ଗିତ, ଠାର
ଅନ୍ୟ ଭାଷାରେ ଅନୁବାଦ :
A deliberate and vigorous gesture or motion.
gesticulationଅର୍ଥ : ଯେ କୌଣସି ଗୋଷ୍ଠୀର ପ୍ରତିନିଧି ରୂପରେ କିମ୍ବା ସେମାନଙ୍କ ସବୁକଥାର ଯେ ସୂଚକ ବା ପ୍ରତିନିଧି
ଉଦାହରଣ :
ସବୁ ରାଷ୍ଟ୍ର, ରାଜ୍ୟ କିମ୍ବା ସଂସ୍ଥାର ନିଜର ବିଶେଷ ପ୍ରତୀକ ଥାଏ
ଅନ୍ୟ ଭାଷାରେ ଅନୁବାଦ :
Special design or visual object representing a quality, type, group, etc..
emblem