ଅର୍ଥ : କ୍ରିକେଟ୍ ଖେଳରେ ଉପଯୋଗ ହେଉଥିବା ତିନୋଟି ବାଡ଼ିରୁ ପ୍ରତ୍ୟେକ ଯାହା ଆଗରେ ଠିଆ ହୋଇ ବ୍ୟାଟ୍ସମ୍ୟାନ୍ ବ୍ୟାଟିଙ୍ଗ୍ କରେ
ଉଦାହରଣ :
ବୋଲରଙ୍କ ପ୍ରଥମ ବଲରେ ହିଁ ତିନୋଟିଯାକ ଷ୍ଟମ୍ପ୍ ପଡ଼ିଗଲା
ଅନ୍ୟ ଭାଷାରେ ଅନୁବାଦ :
क्रिकेट के खेल में उपयोग होनेवाले उन तीन डंडों में से प्रत्येक जिनके आगे खड़े होकर बल्लेबाज बल्लेबाजी करता है।
गेंदबाज की पहली ही गेंद ने तीनों स्टम्प बिखेर दिए।
स्टंप,
स्टम्प
(cricket) any of three upright wooden posts that form the wicket.
stump