ଅର୍ଥ : କୌଣସି କାମରେ ଲାଗି ରହିବା
ଉଦାହରଣ :
ରାଜୀବ ନିଜର ଉନ୍ନତି ପାଇଁ ଦିନରାତି ପରିଶ୍ରମ କରୁଛି
ସମକକ୍ଷ : ଉଦ୍ୟମ କରିବା, କାମରେ ଲାଗି ରହିବା, ପରିଶ୍ରମ କରିବା
ଅନ୍ୟ ଭାଷାରେ ଅନୁବାଦ :
किसी काम में लगे रहना।
राजीव आगे बढ़ने के लिए दिन-रात परिश्रम करता है।Exert oneself by doing mental or physical work for a purpose or out of necessity.
I will work hard to improve my grades.