ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସ୍ୱଚ୍ଛ ଏବଂ ବିଶୁଦ୍ଧ କରିବା ପ୍ରକ୍ରିୟା
ଉଦାହରଣ : କୁଅପାଣିରେ ଔଷଧ ପକେଇ ପାଣିକୁ ବିଶୋଧନ କରାଯାଏ
ସମକକ୍ଷ : ପରିଶୋଧନ, ପରିଷ୍କାର, ବିଶୋଧନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
स्वच्छ और शुद्ध करने की क्रिया।
An act of removing by cleansing. Ridding of sediment or other undesired elements.
ଅର୍ଥ : ଦୋଷ ବା ତ୍ରୁଟିଗୁଡ଼ିକୁ ଦୂରକରି ଠିକ କରିବା ପ୍ରକ୍ରିୟା
ଉଦାହରଣ : ପାଣିନି ଦେବଭାଷାକୁ ସଂଶୋଧନ କରି ସଂସ୍କୃତରୂପ ପ୍ରଦାନ କରିଥିଲେ
ସମକକ୍ଷ : ପରିମାର୍ଜନ, ପରିଶୋଧନ, ସଂଶୋଧନ
तेल, शक्कर, धातु आदि की अशुद्धियों को दूर करके ठीक करने की प्रक्रिया।
The act of offering an improvement to replace a mistake. Setting right.
ଅର୍ଥ : ଶୁଦ୍ଧ କରିବା
ଉଦାହରଣ : ଶଲ୍ୟ ଉପକରଣଗୁଡ଼ିକୁ ଧୋଇବାପାଇଁ ଜଳକୁ ଶୋଧନ କରାଯାଏ
ସମକକ୍ଷ : ପରିଷ୍କାର, ବିଶୋଧନ
शुद्ध करना।
Remove impurities from, increase the concentration of, and separate through the process of distillation.
ସଂସ୍ଥାପନ କରନ୍ତୁ