ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶେଯ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶେଯ   ବିଶେଷ୍ୟ

ଅର୍ଥ : କୌଣସି ଲୁଗା ବା ଗଦିଆଦି ଯାହା ଶୋଇବା କିମ୍ବା ବସିବାପାଇଁ ବିଛାଯାଏ

ଉଦାହରଣ : ସେ ଖଟରେ ବିଛଣା ବିଛାଉଛି

ସମକକ୍ଷ : ଗଦି, ବିଛଣା


ଅନ୍ୟ ଭାଷାରେ ଅନୁବାଦ :

वे कपड़े, गद्दे आदि जो सोने या बैठने के लिए बिछाए जाते हैं।

वह खाट पर बिस्तर बिछा रही है।
आस्तर, आस्तरण, बिछावन, बिछौना, बिस्तर

Linen or cotton articles for a bed (as sheets and pillowcases).

bed linen

ଅର୍ଥ : ବିଛାଇବାପାଇଁ ହାଲୁକା ତୁଳାର ଗଦି

ଉଦାହରଣ : ଜେଜେ ରେଜେଇ ଉପରେ ଶୁଅନ୍ତିନାହିଁ

ସମକକ୍ଷ : ତୋଷକ, ରେଜେଇ


ଅନ୍ୟ ଭାଷାରେ ଅନୁବାଦ :

बिछाने का हल्का रुईदार गद्दा।

दादाजी तोशक पर नहीं सोते।
तोशक

ଅର୍ଥ : ଛୋଟ ଗଦି

ଉଦାହରଣ : ମାଆ ପିଲାକୁ ଶେଯ ଉପରେ ଶୁଆଇଦେଲେ


ଅନ୍ୟ ଭାଷାରେ ଅନୁବାଦ :

छोटा गद्दा।

माँ ने बच्चे को गद्दी पर सुला दिया।
गदेली, गद्दी