ଅର୍ଥ : ଶୀତକଟିବନ୍ଧ ସମ୍ବନ୍ଧିତ ବା ଶୀତକଟିବନ୍ଧର
ଉଦାହରଣ :
ଶୀତକଟିବନ୍ଧୀୟ ପ୍ରଦେଶରେ ଅତ୍ୟଧିକ ଥଣ୍ଡା ପଡ଼େ
ସମକକ୍ଷ : ଶୀତ-କଟିବନ୍ଧୀୟ, ଶୀତକଟିବଂଧୀୟ
ଅନ୍ୟ ଭାଷାରେ ଅନୁବାଦ :
शीतकटिबंध से संबंधित या शीतकटिबंध का।
शीतकटिबंधीय प्रदेशों में बहुत अधिक सरदी पड़ती है।