ଅର୍ଥ : କିଛି ଲୋକଙ୍କ ଏକ ଦଳ ଯାହା ବିଶେଷ କାର୍ଯ୍ୟ ନିମନ୍ତେ କୌଣସି ଦୂରଯାତ୍ରାରେ ଯାଇଥାନ୍ତି
ଉଦାହରଣ :
ଭାରତକୁ ଆସିଥିବା ପାକିସ୍ଥାନୀ ଶିଷ୍ଟମଣ୍ଡଳରେ ୧୦ରୁ ଅଧିକ ସଦସ୍ୟ ଥିଲେ
ଅନ୍ୟ ଭାଷାରେ ଅନୁବାଦ :
कुछ लोगों का एक दल जो विशेष कार्य हेतु किसी दौरे पर जाता है।
भारत आए पाकिस्तानी शिष्टमंडल में 10 से ऊपर सदस्य हैं।