ଅର୍ଥ : ଶିଷ୍ଟ ରୂପରେ ବା ଶିଷ୍ଟତା ସହିତ
ଉଦାହରଣ :
ସମସ୍ତଙ୍କ ସହିତ ଶିଷ୍ଟତା ସହ ବ୍ୟବହାର କରିବା ଆବଶ୍ୟକ
ସମକକ୍ଷ : ଶାଳୀନତା ସହ, ଶିଷ୍ଟତାପୂର୍ବକ, ଶିଷ୍ଟାଚାର, ସଭ୍ୟଭାବେ
ଅନ୍ୟ ଭାଷାରେ ଅନୁବାଦ :
शिष्ट रूप से या शिष्टता के साथ।
सबके साथ शिष्टतः व्यवहार करना चाहिए।