ଅର୍ଥ : କୌଣସି ଯୁଦ୍ଧରେ ମରିଥିବା ଯୋଦ୍ଧାଙ୍କ ସ୍ମୃତିରେ ନିର୍ମିତ ସ୍ମାରକ
ଉଦାହରଣ :
କାରଗିଲରେ ଶହୀଦ ହୋଇଥିବା ସୈନିକଙ୍କ ସ୍ମୃତିରେ ଏଠାରେ ଗୋଟିଏ ଶହୀଦସ୍ମାରକ ତିଆରି ହେଉଛି
ସମକକ୍ଷ : ସ୍ମାରକ
ଅନ୍ୟ ଭାଷାରେ ଅନୁବାଦ :
वह स्मारक जो किसी युद्ध आदि में मरे योद्धा आदि की याद में बना हो।
कारगिल में शहीद हुए सैनिकों की याद में यहाँ एक शहीद स्मारक बनाया जा रहा है।