ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶଯ୍ୟାଦାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶଯ୍ୟାଦାନ   ବିଶେଷ୍ୟ

ଅର୍ଥ : ମୃତ ବ୍ୟକ୍ତି ଉଦ୍ଦେଶ୍ୟରେ ବ୍ରାହ୍ମଣଙ୍କୁ ଖଟ, ଚଦର, ବିଛଣା, ବାସନ ଆଦି ଦାନ କରିବାର ପ୍ରକ୍ରିୟା

ଉଦାହରଣ : ଲୋକେ ଶଯ୍ୟାଦାନ କରି ନିଜକୁ ଉଦ୍ଧାର ପାଇଥିବା ଭାବନ୍ତି


ଅନ୍ୟ ଭାଷାରେ ଅନୁବାଦ :

मृतक के उद्देश्य से महाब्राह्मण को चारपाई, ओढ़ना, बिछौना, बरतन आदि दान करने की क्रिया।

लोग शय्यादान करके अपने को उद्धरित मानते हैं।
शय्यादान

Act of giving in common with others for a common purpose especially to a charity.

contribution, donation