ଅର୍ଥ : ସଂଖ୍ୟା,ପରିମାଣ,ଶକ୍ତି,ପଦବୀ ବା ମହତ୍ତ୍ୱରେ ଅଧିକ ହେବା
ଉଦାହରଣ :
ଟଙ୍କାପଇସା ସର୍ବଦା ଶକ୍ତିଶାଳୀ
ସମକକ୍ଷ : ପ୍ରଧାନ ହେବା, ବଳବାନ ହେବା, ସାମର୍ଥ୍ୟସମ୍ପନ୍ନ ହେବା
ଅନ୍ୟ ଭାଷାରେ ଅନୁବାଦ :
* संख्या, परिमाण, शक्ति, ओहदे या महत्त्व में अधिक होना।
पैसा सर्वत्र प्रबल होता है।Be larger in number, quantity, power, status or importance.
Money reigns supreme here.