ଅର୍ଥ : ପାଣିରେ ଲେମ୍ବୁ ଚିପୁଡି ପ୍ରସ୍ତୁତ ହେଉଥିବା ପେୟ
ଉଦାହରଣ :
ମୁଁ ଖରାଦିନେ ପ୍ରତିଦିନ ଲେମ୍ବୁପାଣି ପିଏ
ସମକକ୍ଷ : ଲେମ୍ବୁସରବତ
ଅନ୍ୟ ଭାଷାରେ ଅନୁବାଦ :
पानी में नींबू निचोड़कर बनाया हुआ पेय।
गर्मी के दिनों में मैं रोज नींबूपानी पीता हूँ।Sweetened beverage of diluted lemon juice.
lemonade