ଅର୍ଥ : ଚିଠିପତ୍ର ଲେଖିବାପାଇଁ ବିଶେଷ ଭାବରେ ପ୍ରସ୍ତୁତ ହୋଇଥିବା କାଗଜ
ଉଦାହରଣ :
ଏଠାରେ ସବୁପ୍ରକାର ଲେଖନ ସାମଗ୍ରୀ ମିଳେ ପୁରୋହିତ ବାବୁ ନିଜ ଲେଟରପ୍ୟାଡ଼ରେ ଚିଠିପତ୍ର ଲେଖନ୍ତି
ସମକକ୍ଷ : ଷ୍ଟେସନାରୀ
ଅନ୍ୟ ଭାଷାରେ ଅନୁବାଦ :
Paper cut to an appropriate size for writing letters. Usually with matching envelopes.
letter paper, stationery