ଅର୍ଥ : ଯେଉଁ ବ୍ୟକ୍ତି କିଛି ଲେଖିବାରେ ସମର୍ଥ ବା ଯେ କିଛି ଲେଖିଛି
ଉଦାହରଣ :
ଏହି ଗବେଷଣା ନିବନ୍ଧର ଲେଖକଙ୍କୁ ପୁରସ୍କାର ଦିଆ ଯାଇଛି
ଅନ୍ୟ ଭାଷାରେ ଅନୁବାଦ :
A person who is able to write and has written something.
writerଅର୍ଥ : ଯେ କାହାଣୀ ବା ଲେଖା ରଚନା କରନ୍ତି
ଉଦାହରଣ :
ପ୍ରେମଚାନ୍ଦ ଜଣେ ପ୍ରସିଦ୍ଧ ଲେଖକ ଥିଲେ
ସମକକ୍ଷ : ସାହିତ୍ୟକାର, ସାହିତ୍ୟିକ
ଅନ୍ୟ ଭାଷାରେ ଅନୁବାଦ :