ଅର୍ଥ : ନିଜ ହାତକୁ ଆସିଥିବା ଅନ୍ୟ କାହାର ଜିନିଷକୁ ନିଜ ପାଖରେ ରଖିନବା
ଉଦାହରଣ :
ଶିଲା ନିଜ ନଣନ୍ଦର ଗହଣାକୁ ଲୁଚେଇଦେଲା
ସମକକ୍ଷ :
ଚାପିଦେବା, ଛପେଇଦେବା, ଦବେଇଦେବା
ଅନ୍ୟ ଭାଷାରେ ଅନୁବାଦ :
अपने हाथ में आई हुई किसी दूसरे की चीज़ अपने पास रोक रखना।
शीला ने अपने ननद का गहना दबा दिया।
चाँपना,
चापना,
दबाना