ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଜଳିବା କାର୍ଯ୍ୟ ବନ୍ଦ ହେବା
ଉଦାହରଣ : ଦୀପଟି ପବନରେ ଲିଭିଗଲା
ଅନ୍ୟ ଭାଷାରେ ଅନୁବାଦ :हिन्दी English
जलती हुई वस्तु का बंद हो जाना।
Be discharged or activated.
ଅର୍ଥ : ନିଆଁ ଜଳିକି ଆପେଆପେ ବା ପାଣି ଆଦି ପଡ଼ିବା କାରଣରୁ ଲିଭି ଯିବା
ଉଦାହରଣ : ଚୁଲିର ନିଆଁ ଲିଭିଯାଇଛି
ସମକକ୍ଷ : ପ୍ରଶମିତହେବା
ଅନ୍ୟ ଭାଷାରେ ଅନୁବାଦ :हिन्दी
अग्नि का जलकर आप से आप या जल आदि पड़ने के कारण समाप्त हो जाना।
ସଂସ୍ଥାପନ କରନ୍ତୁ