ଅର୍ଥ : କାଗଜ ଉପରେ ଲେଖା ହୋଇଥିବା
ଉଦାହରଣ :
ସେ ବିଚାରପତିଙ୍କ ଆଗରେ କାଗଜ ଲିଖିତ ପ୍ରମାଣ ଦାଖଲ କଲେ
ସମକକ୍ଷ : କାଗଜ ଲିଖିତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ଲେଖାରେ ଅଙ୍କିତ ହୋଇଛି ବା ଯାହାକୁ ଲେଖା ଯାଇଛି
ଉଦାହରଣ :
ସେ ଆୟ ବ୍ୟୟର ଲିଖିତ ହିସାବ ଦେଖୁଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଲିପି ରୂପରେ ଅଣାହୋଇଥିବା ବା ଲେଖାହୋଇଥିବା
ଉଦାହରଣ :
ଏହି କଥାକୁ ସ୍ପଷ୍ଟ କରିବାପାଇଁ ମୋ ପାଖରେ ଲିଖିତ ପ୍ରମାଣ ଅଛି
ସମକକ୍ଷ : ଲିପିବଦ୍ଧ
ଅନ୍ୟ ଭାଷାରେ ଅନୁବାଦ :