ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଲାଭ ଖାଉଥିବା ବ୍ୟକ୍ତି
ଉଦାହରଣ : ଆମ ଦେଶରେ ମୁନାଫାଖୋରମାନେ କମ୍ ନାହାନ୍ତି
ସମକକ୍ଷ : ମୁନାଫାଖୋର
ଅନ୍ୟ ଭାଷାରେ ଅନୁବାଦ :हिन्दी English
मुनाफ़ा खाने वाला व्यक्ति।
Someone who makes excessive profit (especially on goods in short supply).
ଅର୍ଥ : ଲାଭ ଖାଇବା ଲୋକ
ଉଦାହରଣ : ଲାଭଖୋର ବେପାରୀମାନଙ୍କୁ କଠୋର ଦଣ୍ଡ ମିଳିବା ଆବଶ୍ୟକ
ଅନ୍ୟ ଭାଷାରେ ଅନୁବାଦ :हिन्दी
मुनाफ़ा खाने वाला।
ସଂସ୍ଥାପନ କରନ୍ତୁ