ଅର୍ଥ : ବାରମ୍ବାର ଆଗପଛ, ତଳଉପର ବା ଏପାଖ ସେପାଖ ହେବା
ଉଦାହରଣ :
ସବୁଜଫସଲ ପବନରେ ଦୋଳି ଖେଳୁଛି
ସମକକ୍ଷ : ଦୋଳି ଖେଳିବା, ଲହରୀଖେଳିବା, ହଲିବା
ଅନ୍ୟ ଭାଷାରେ ଅନୁବାଦ :
बार-बार आगे-पीछे, ऊपर-नीचे या इधर-उधर होना।
हरी-भरी फसलें हवा में लहरा रही हैं।To extend, wave or float outward, as if in the wind.
Their manes streamed like stiff black pennants in the wind.