ଅର୍ଥ : ମଇଦାରୁ ପ୍ରସ୍ତୁତ ଏକ ପ୍ରକାର ମିଠେଇ
ଉଦାହରଣ :
ମୋହନ ଲବଙ୍ଗଲତା ଖାଉଛି
ସମକକ୍ଷ : ଲବଂଗଲତା
ଅନ୍ୟ ଭାଷାରେ ଅନୁବାଦ :
एक प्रकार की मिठाई जो मैदे की बनती है।
मोहन लवंगलता खा रहा है।ଅର୍ଥ : ରାଧିକାଙ୍କ ଜଣେ ସଖୀ
ଉଦାହରଣ :
ଲବଙ୍ଗଲତାଙ୍କ ବର୍ଣ୍ଣନା ପୁରାଣରେ ମିଳେ
ସମକକ୍ଷ : ଲବଂଗଲତା
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical being