ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଅନ୍ୟ ପାଇଁ ଏଠାରେ ରୋଷେଇ କରୁଥିବା ବ୍ୟକ୍ତି
ଉଦାହରଣ : ଆମ ରୋଷେଇଆଦ୍ୱାରା ତିଆରି ହେଉଥିବା ଖାଦ୍ୟ ବହୁତ ସ୍ୱାଦିଷ୍ଟ ହୋଇଥାଏ
ସମକକ୍ଷ : କୁକ୍, ପାକକାରୀ, ବବୁର୍ଚ୍ଚି, ରାନ୍ଧୁଣିଆ
ଅନ୍ୟ ଭାଷାରେ ଅନୁବାଦ :हिन्दी English
दूसरे के यहाँ रसोई बनाने वाला व्यक्ति।
Someone who cooks food.
ଅର୍ଥ : କେବଳ ଭୋଜନ ଲାଗି କାମକରୁଥିବା ଚାକର
ଉଦାହରଣ : କାମ ସାରିଦେବାପରେ ରୋଷେଇଆ ଖାଇବା ଲାଗି ବସିଗଲାଣି
वह नौकर जो केवल रोटी अर्थात् साधारण भोजन के बदले में काम करता हो।
A manservant (usually the head servant of a household) who has charge of wines and the table.
ସଂସ୍ଥାପନ କରନ୍ତୁ