ଅର୍ଥ : ତେଲ ବା ଘିଅରେ ତିଆରି ହୋଇଥିବା ଖାଦ୍ୟ
ଉଦାହରଣ :
ପର୍ବପର୍ବାଣିରେ ମାଲପୁଆ, ପୁରୀ ଆଦି ନାନା ରକମର ଖାଦ୍ୟ ତିଆରି କରାଯାଏ
ସମକକ୍ଷ : ଖାଦ୍ୟ, ପାକ୍, ବ୍ୟଞ୍ଜନ
ଅନ୍ୟ ଭାଷାରେ ଅନୁବାଦ :
तेल या घी में पकाया हुआ खाद्य।
त्योहारों में मालपुआ, पूरी आदि तरह-तरह के पकवान बनते हैं।ଅର୍ଥ : ରାନ୍ଧିବା ବା ତିଆରି କରିବା ପ୍ରକ୍ରିୟା
ଉଦାହରଣ :
ମାଙ୍କୁ ରୋଷେଇରୁ କେବେ ହେଲେ ଫୁରସତ ମିଳେନାହିଁ
ସମକକ୍ଷ : ପାକକର୍ମ, ରନ୍ଧାରନ୍ଧି, ରାନ୍ଧଣା
ଅନ୍ୟ ଭାଷାରେ ଅନୁବାଦ :
The act of preparing something (as food) by the application of heat.
Cooking can be a great art.