ଅର୍ଥ : ଚମଡାକୁ ନରମ କରିବାପାଇଁ କୁସୁମ ବା ବର ତେଲରେ ତିଆରି ହୋଇଥିବା ମସଲା
ଉଦାହରଣ :
ମୋଚି ଚମଡ଼ାରେ ରୋଗନ ଲଗାଉଛି
ସମକକ୍ଷ :
ତେଲ
ଅନ୍ୟ ଭାଷାରେ ଅନୁବାଦ :
कुसुम या बर्रे के तेल से बनाया हुआ मसाला जिससे चमड़े को मुलायम किया जाता है।
मोची चमड़े पर रोगन लगा रहा है।
रोगन,
रोग़न
A black resinous substance obtained from certain trees and used as a natural varnish.
lacquer