ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ରେଳଗାଡ଼ି ଚାଲୁଥିବା ଲୁହାର ସମାନାନ୍ତର ଲମ୍ବା ଓ ଓସାରିଆ ଧାରଣା
ଉଦାହରଣ : ଆମ ସହର ଦେଇ ନୂଆ ରେଳଧାରଣା ବିଛା ହେଉଛି
ସମକକ୍ଷ : ଟ୍ରେକ୍, ରେଳ ପଟରି, ରେଳ ଲାଇନ୍, ରେଳଧାରଣା, ରେଳପଥ
ଅନ୍ୟ ଭାଷାରେ ଅନୁବାଦ :हिन्दी English
लोहे की वे लम्बी समानान्तर छड़ें जिन पर रेलगाड़ी के पहिए दौड़ते हैं।
A pair of parallel rails providing a runway for wheels.
ସଂସ୍ଥାପନ କରନ୍ତୁ