ଅର୍ଥ : କୌଣସି ବସ୍ତୁର ସାଧାରଣ ଅବସ୍ଥା ଅଥବା କୌଣସି ନିଶ୍ଚିତ ରୂପ ବ୍ୟତୀତ ଅନ୍ୟଏକ ରୂପକୁ ପରିବର୍ତ୍ତିତ ହେବା ରୂପ
ଉଦାହରଣ :
ଅଟା ଗହମର ରୂପାନ୍ତର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଟିଏ ରୂପରୁ ଅନ୍ୟ ଏକ ରୂପକୁ ଆଣିବା କିମ୍ବା ଅଣାଯାଉଥିବା କାର୍ଯ୍ୟ
ଉଦାହରଣ :
ଘରର ରୂପାନ୍ତରଣ କରାଯାଉଛି
ଅନ୍ୟ ଭାଷାରେ ଅନୁବାଦ :
The act of changing in form or shape or appearance.
A photograph is a translation of a scene onto a two-dimensional surface.