ଅର୍ଥ : ଦେହ ଆଦି ପୋଛିବାପାଇଁ ଚାରିକୋଣିଆ ଛୋଟ କନା
ଉଦାହରଣ :
ସୀତା ତା ପାଇଁ ଏକ ବହୁତ ସୁନ୍ଦର ରୁମାଲ କିଣିଲା
ଅନ୍ୟ ଭାଷାରେ ଅନୁବାଦ :
A square piece of cloth used for wiping the eyes or nose or as a costume accessory.
handkerchief, hankey, hankie, hankyଅର୍ଥ : ହାତ, ମୁହଁ ପୋଛିବାପାଇଁ ବ୍ୟବହାର କରାଯାଉଥିବା ଏକ ଛୋଟ କନା ପ୍ରାୟତଃ ଖାଇବା ଟେବୁଲ୍ ଉପରେ ରଖାଯାଇଥାଏ
ଉଦାହରଣ :
ଖାଇଲାବେଳେ ରୁମାଲ କୋଳରେ ରଖିଲେ ପୋଷାକ ଖରାପ ହୁଏ ନାହିଁ
ସମକକ୍ଷ : ନେପ୍କିନ୍
ଅନ୍ୟ ଭାଷାରେ ଅନୁବାଦ :
हाथ, मुँह पोछने का एक छोटा कपड़ा जो प्रायः खाने की मेज पर रखा जाता है।
खाते समय नैपकिन को गोद में रख लोगे तो कपड़े ख़राब नहीं होंगे।A small piece of table linen that is used to wipe the mouth and to cover the lap in order to protect clothing.
napkin, serviette, table napkin