ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ସରକାରୀ କର୍ମଚାରୀ ଗାଁର ଜମି, ଅମଳ ଓ ଖଜଣାଆଦିର ହିସାବପତ୍ର ରଖନ୍ତି
ଉଦାହରଣ : ଖଜଣା ଆଦାୟପାଇଁ ଆଜି ରାଜସ୍ୱ ନିରୀକ୍ଷକ ଆମ ଗାଁକୁ ଆସିବାର ଅଛି
ଅନ୍ୟ ଭାଷାରେ ଅନୁବାଦ :हिन्दी
वह सरकारी कर्मचारी जो गाँव की ज़मीन, उपज और लगान आदि का हिसाब-किताब रखता है।
ଅର୍ଥ : କର ଆଦାୟକରି ଖଜଣାଖାନାରେ ଜମା କରୁଥିବା କର୍ମଚାରୀ
ଉଦାହରଣ : ଏହି ରାଜସ୍ୱନିରୀକ୍ଷକଙ୍କୁ ଅର୍ଥ ହେରେଫେରେ ଅଭିଯୋଗରେ ଗିରଫ କରାଯାଇଥିଲା
ସମକକ୍ଷ : ରାଜସ୍ୱନିରୀକ୍ଷକ
वह प्रधान कर्मचारी जो कर वसूल करके खजाने में पहुँचाता था।
ସଂସ୍ଥାପନ କରନ୍ତୁ