ଅର୍ଥ : ରାଜକୁମାର ଶାସନ କରୁଥିବା ପ୍ରଦେଶ ବା କ୍ଷେତ୍ର
ଉଦାହରଣ :
ରାଜକୁମାର ଶାସିତ ଅଞ୍ଚଳକୁ ରାଜା ପୁଣିଥରେ ନିଜ ଅଧିକାରକୁ ନେଲେ
ସମକକ୍ଷ : ରାଜକୁମାର ଶାସିତ ଅଞ୍ଚଳ
ଅନ୍ୟ ଭାଷାରେ ଅନୁବାଦ :
वह प्रदेश या क्षेत्र जिसपर किसी राजकुमार का शासन हो।
राजा ने राजकुमार-शासित प्रदेश को पुनः अपने अधिकार में ले लिया।