ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରଜତ ଜୟନ୍ତୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରଜତ ଜୟନ୍ତୀ   ବିଶେଷ୍ୟ

ଅର୍ଥ : କୌଣସି ବ୍ୟକ୍ତି, ସଂସ୍ଥା, ଆଦି ବା କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ଆରମ୍ଭ ହେବାର ପଚିଶ ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳନ କରାଯାଉଥିବା ଜୟନ୍ତୀ

ଉଦାହରଣ : ୨୫ ଡିସେମ୍ବରକୁ ଆମ ବିଦ୍ୟାଳୟର ରଜତ ଜୟନ୍ତୀ ପାଳନ କରାଯିବ


ଅନ୍ୟ ଭାଷାରେ ଅନୁବାଦ :

किसी व्यक्ति, संस्था आदि या किसी महत्वपूर्ण कार्य के जन्म या आरंभ होने के पचीस वर्ष पूरे होने पर मनाई जाने वाली जयंती।

पच्चीस दिसम्बर को हमारे विद्यालय की रजत जयंती मनायी जायेगी।
पचीसवीं जयंती, पचीसवीं जयन्ती, पचीसवीं वर्षगाँठ, पचीसवीं वर्षगांठ, रजत जयंती, रजत जयन्ती, रजत-जयंती, रजत-जयन्ती, रजतजयंती, रजतजयन्ती, सिल्वर जुबली

An anniversary celebrating the passage of 25 years.

silver jubilee