ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବିନା ରଙ୍ଗର
ଉଦାହରଣ : ବିଧବାମାନେ ସାଦା ଲୁଗା ପିନ୍ଧନ୍ତି
ସମକକ୍ଷ : ସାଦା
ଅନ୍ୟ ଭାଷାରେ ଅନୁବାଦ :हिन्दी English
बिना रंगा हुआ।
Lacking patterns especially in color.
ଅର୍ଥ : ଯେଉଁଥିରେ ରଙ୍ଗ ନ ଥାଏ ବା ଯାହାର କୌଣସି ରଙ୍ଗ ନ ଥାଏ
ଉଦାହରଣ : ପାଣି ଏକ ରଙ୍ଗହୀନ ଦ୍ରବ୍ୟ
ସମକକ୍ଷ : ବର୍ଣ୍ଣଶୂନ୍ୟ, ବର୍ଣ୍ଣହୀନ
जिसमें रंग न हो या जिसका कोई रंग न हो।
Without color.
ସଂସ୍ଥାପନ କରନ୍ତୁ