ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନାଟ୍ୟଶାଳାଆଦିର ବିଶେଷ ସ୍ଥାନ ଯାହା ଉପରେ ଅଭିନେତା ଅଭିନେତ୍ରୀଆଦି ଅଭିନୟ କରନ୍ତି
ଉଦାହରଣ : ସେ ରଙ୍ଗମଞ୍ଚ ପାଖରେ ବସି ନାଟକକୁ ଉପଭୋଗ କରୁଛି
ସମକକ୍ଷ : ମଞ୍ଚ, ରଙ୍ଗଭୂମି, ରଙ୍ଗସ୍ଥଳ
ଅନ୍ୟ ଭାଷାରେ ଅନୁବାଦ :हिन्दी English
नाट्यशाला आदि में विशेषतः वह स्थान जिस पर अभिनेता, अभिनेत्री आदि अभिनय करते हैं।
A stage in a theater on which actors can perform.
ସଂସ୍ଥାପନ କରନ୍ତୁ