ଅର୍ଥ : କୌଣସି ବସ୍ତୁ ବା ହାତରେ ରଗଡ଼ିବା
ଉଦାହରଣ :
ଗାଧୋଇବା ସମୟରେ ଲୋକେ ନିଜ ଦେହକୁ ଘଷନ୍ତି
ସମକକ୍ଷ :
ଘଷିବା
ଅନ୍ୟ ଭାଷାରେ ଅନୁବାଦ :
किसी वस्तु को हाथों से रगड़ना।
नहाते समय लोग अपना शरीर मलते हैं।
मलना
Move over something with pressure.
Rub my hands.
Rub oil into her skin.
rub