ଅର୍ଥ : ଶ୍ରାବଣ ଶୁକ୍ଳ ପୂର୍ଣ୍ଣିମାରେ ପାଳିତ ହେଉଥିବା ଏକ ପର୍ବ ଯେଉଁଥିରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧେ
ଉଦାହରଣ :
ରାକ୍ଷୀପୂର୍ଣ୍ଣିମା ଭାଇ ଭଉଣୀଙ୍କ ଭଲପାଇବାକୁ ଦର୍ଶାଏ
ସମକକ୍ଷ : ରାକ୍ଷୀପୂର୍ଣ୍ଣିମା
ଅନ୍ୟ ଭାଷାରେ ଅନୁବାଦ :
श्रावण शुक्लपक्ष की पूर्णिमा को मनाया जानेवाला एक त्योहार जिसमें बहन अपने भाई को राखी बाँधती है।
रक्षाबंधन भाई-बहन के प्रेम को दर्शाता है।A day or period of time set aside for feasting and celebration.
festival