ଅର୍ଥ : ବାପା-ଦାଦାଙ୍କ ସମ୍ବନ୍ଧ ହୋଇଥିବା କାରଣରୁ ବା ଏକ ବଂଶରେ ଉତ୍ପନ୍ନ ହୋଇଥିବା କାରଣରୁ ସୃଷ୍ଟ ସମ୍ପର୍କ
ଉଦାହରଣ :
ବାପ-ପୁଅଙ୍କ ସମ୍ପର୍କ ତ ରକ୍ତର
ଅନ୍ୟ ଭାଷାରେ ଅନୁବାଦ :
वह रिश्ता जो अपने ही बाप-दादा का संबंधी होने के कारण हो या एक ही वंश में उत्पन्न होने से बना रिश्ता।
बाप-बेटे में तो खून का रिश्ता होता है।