ଅର୍ଥ : ପୂର୍ବ କାଳରେ ରାଜାଙ୍କ ଉତ୍ତରାଧିକାରୀ ପୁତ୍ରକୁ ଯୁବରାଜ କରିବା ପାଇଁ କରାଯାଉଥିବା ଅଭିଷେକ
ଉଦାହରଣ :
କୈକେୟୀ ରାମଙ୍କ ଯୌବରାଜ୍ୟାଭିଷେକ କରିବାକୁ ଦେଲେ ନାହିଁ
ଅନ୍ୟ ଭାଷାରେ ଅନୁବାଦ :
प्राचीन काल में राजा के उत्तराधिकारी पुत्र को युवराज बनाने के लिए किया जानेवाला अभिषेक।
कैकेयी ने राम का यौवराज्याभिषेक नहीं होने दिया।