ଅର୍ଥ : ଯୁଦ୍ଧରୁ ପଳାୟନ କରିବାର କ୍ରିୟା
ଉଦାହରଣ :
ଭାରତୀୟ ସେନାର ଭୟଙ୍କର ରୂପ ଦେଖିଲାମାତ୍ରେ ବିପକ୍ଷ ସୈନ୍ୟମାନେ ଯୁଦ୍ଧ-ପଳାୟନ ଆରମ୍ଭ କରିଦେଲେ
ଅନ୍ୟ ଭାଷାରେ ଅନୁବାଦ :
युद्ध से पलायन करने की क्रिया।
भारतीय सेना का रौद्र रूप देखते ही विपक्षी सैनिकों ने युद्धपलायन शुरू कर दिया।