ଅର୍ଥ : ଡିମ୍ବ ଏବଂ ଶୁକ୍ରାଣୁର ମିଳନରେ ଯେଉଁ କୋଷିକାର ନିର୍ମାଣ ହୋଇଥାଏ
ଉଦାହରଣ :
ଯୁଗ୍ମନଜ କୋଷିକା ବିଭାଜିତ ହୋଇ ଗର୍ଭସ୍ଥ ଶିଶୁର ନିର୍ମାଣ କରେ
ଅନ୍ୟ ଭାଷାରେ ଅନୁବାଦ :
वह कोशिका जिसका निर्माण डिम्ब और शुक्राणु के संयोजन से होता है।
युग्मनज कोशिका विभाजित होकर गर्भ शिशु का निर्माण करती है।