ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଦୁଇ ବ୍ୟକ୍ତି ବା ବସ୍ତୁ ଯାହା ପରସ୍ପରର ସହଯୋଗୀ
ଉଦାହରଣ : ତାଙ୍କର ଯୋଡ଼ି ବହୁତ ଭଲ ଦିଶୁଛି
ସମକକ୍ଷ : ଯୁଗ୍ମ, ଯୋଡ଼ା, ଯୋଡ଼ି
ଅନ୍ୟ ଭାଷାରେ ଅନୁବାଦ :हिन्दी English
दो व्यक्ति, वस्तु आदि जो एक-दूसरे के सहयोगी या सम्बद्ध हों।
A pair who associate with one another.
ଅର୍ଥ : ପୁରୁଷ ଓ ସ୍ତ୍ରୀର ଯୁଗ୍ମ
ଉଦାହରଣ : ବାଣୁଆ କ୍ରୌଞ୍ଚ ପକ୍ଷୀ ଯୋଡ଼ିରୁ ଗୋଟିକୁ ମାରିଦେଲେ
ସମକକ୍ଷ : ଯୁଗ୍ମ, ଯୋଡ଼ା, ଯୋଡ଼ି, ହଳ, ହଳି
ଅନ୍ୟ ଭାଷାରେ ଅନୁବାଦ :हिन्दी
नर और मादा का युग्म।
ଅର୍ଥ : ଏକ ପ୍ରକାରର ଦୁଇଟି ଜିନିଷ
ଉଦାହରଣ : ଏଇ କପୋତର ଜୋଡ଼ି ଭଲ
ସମକକ୍ଷ : ଜୋଡ଼ା, ଜୋଡ଼ି, ଯୁଗ୍ମ
साथ-साथ काम में आने वाले बैल, घोड़े आदि पशु।
Two items of the same kind.
ସଂସ୍ଥାପନ କରନ୍ତୁ