ଅର୍ଥ : ମୋଟରରେ ଚାଲୁଥିବା ନୌକା
ଉଦାହରଣ :
ଆମ୍ଭମାନେ ଯନ୍ତ୍ରଚାଳିତ ନୌକାରେ ନଦୀ ପାର ହେଲୁ
ସମକକ୍ଷ : ମୋଟର ନୌକା
ଅନ୍ୟ ଭାଷାରେ ଅନୁବାଦ :
मोटर से चलनेवाली नौका।
हमलोग मोटर नौका से नदी पार किए।ଅର୍ଥ : ଯେଉଁ ନୌକା ମଟରରେ ଚାଲେ
ଉଦାହରଣ :
ନଦୀପାର ହେବାପାଇଁ ଆମେ ମଟରବୋଟ୍ରେ ଚଢ଼ିଗଲୁ
ସମକକ୍ଷ : ମଟରବୋଟ୍
ଅନ୍ୟ ଭାଷାରେ ଅନୁବାଦ :
वह नाव जो मोटर से चलती हो।
नदी पार करने के लिए हम मोटरबोट पर सवार हो गये।