ଅର୍ଥ : କାବ୍ୟ ଗୁଣରୁ ରହିତ ଓ କେବଳ ଛନ୍ଦ ଯୋଡ଼ି ସାଧାରଣ କବିତା ରଚନା କରିବାପାଇଁ ଧାଡ଼ିଗୁଡ଼ିକର ଶେଷଶବ୍ଦରେ ତାଳମେଳ କରିବା
ଉଦାହରଣ :
ମନୋହର ଭଲ ଯତିପାତ କରେ
ସମକକ୍ଷ : ମିତ୍ରାକ୍ଷର କରିବା
ଅନ୍ୟ ଭାଷାରେ ଅନୁବାଦ :
काव्य के गुणों से रहित और केवल तुक जोड़कर साधारण कविता की रचना करने के लिए पंक्तियों के अंतिम शब्दों में ताल-मेल बिठाना।
मनहर अच्छी तुकबंदी करता है।