ଅର୍ଥ : ମନ୍ତ୍ରପଢ଼ି ଘିଅ,ଯଅ,ତିଳ ଆଦି ଅଗ୍ନିରେ ପକାଇବା
ଉଦାହରଣ :
ବୈଦିକ ରୀତିରେ କରାଯାଉଥିବା ପୂଜାରେ ହବନ କରାଯାଏ
ସମକକ୍ଷ :
ହବନ କରିବା, ହୋମ କରିବା
ଅନ୍ୟ ଭାଷାରେ ଅନୁବାଦ :
मंत्र पढ़कर घी,जौ,तिल आदि अग्नि में डालना।
वैदिक रीति के अनुसार की जानेवाली पूजा में हवन किया जाता है।
हवन करना,
होम करना