ଅର୍ଥ : ମେହେନ୍ଦୀ ପତ୍ରକୁ ଶୁଖାଇ ଏବଂବାଟି ତିଆରି ହୋଇଥିବା ଚୂର୍ଣ୍ଣ
ଉଦାହରଣ :
ସେ ଦୋକାନରୁ ଗୋଟିଏ ଡବା ମେହେନ୍ଦୀ କିଣିଲା
ସମକକ୍ଷ : ମେହେନ୍ଦୀ
ଅନ୍ୟ ଭାଷାରେ ଅନୁବାଦ :
मेंहदी की पत्तियों को सूखाकर और पीसकर बनाया हुआ चूर्ण।
उसने दुकान से एक डिब्बा मेंहदी खरीदी।