ଅର୍ଥ : ଏକ ପ୍ରକାରର ବଡ଼ ଗଛ ଯାହାର କାଠ ବହୁତ ମଜବୁତ ଏବଂ ଦୀର୍ଘସ୍ଥାୟୀ ହୋଇଥାଏ
ଉଦାହରଣ :
ମେହଗାନି କାଠରେ ସାଜସଜ୍ଜା ଜିନିଷ ତିଆରି ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :
Any of various tropical timber trees of the family Meliaceae especially the genus Swietinia valued for their hard yellowish- to reddish-brown wood that is readily worked and takes a high polish.
mahogany, mahogany tree