ଅର୍ଥ : ମରିବାର ଇଚ୍ଛା
ଉଦାହରଣ :
ବୃଦ୍ଧାବସ୍ଥାରେ ସ୍ୱଜନଙ୍କଦ୍ୱାରା ଅନାଦୃତ ହେବା କାରଣରୁ କେତେ ଲୋକଙ୍କର ମୁମୂର୍ଷା ହୁଏ
ଅନ୍ୟ ଭାଷାରେ ଅନୁବାଦ :
मरने की इच्छा।
बुढ़ापे में अपने स्वजनों के द्वारा ही ठुकराये जाने के कारण कुछ लोगों को मुमूर्षा होती है।