ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ବ୍ୟକ୍ତି ଏବେ ମରିବା ଅବସ୍ଥାରେ
ଉଦାହରଣ : ମୁମୂର୍ଷୁ ବ୍ୟକ୍ତି ବାରମ୍ବାର ନିଜ ପୁଅକୁ ଡାକୁଥିଲା
ସମକକ୍ଷ : ମରଣତୁଲ୍ୟ, ମରଣମୁଖୀ
ଅର୍ଥ : ଯେ ମୃତ୍ୟୁର ଅତି ନିକଟରେ
ଉଦାହରଣ : ସେ ନିଜ ମରଣାପନ୍ନ ବୃଦ୍ଧ ପିତାଙ୍କର ବହୁତ ସେବା କରୁଛି
ସମକକ୍ଷ : ମରଣାପନ୍ନ, ମରଣୋନ୍ମୁଖ
ଅନ୍ୟ ଭାଷାରେ ଅନୁବାଦ :हिन्दी
जो मरने के बहुत समीप हो।
ଅର୍ଥ : ମରିବାକୁ ଇଚ୍ଛା ରଖିଥିବା ବ୍ୟକ୍ତି
ଉଦାହରଣ : ମୁମୂର୍ଷୁ ମହାତ୍ମା ଅନ୍ନ-ଜଳ ଗ୍ରହଣ କରିବା ବନ୍ଦ କରିଦେଲେ
ସମକକ୍ଷ : ମରଣାପନ୍ନ, ମରଣାଭିଳାଷୀ, ମରଣୋନ୍ମୁଖ, ମୃତ୍ୟୁକାମୀ
मरने की इच्छा रखनेवाला।
ସଂସ୍ଥାପନ କରନ୍ତୁ