ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁନି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁନି   ବିଶେଷ୍ୟ

ଅର୍ଥ : ବେଦ ମନ୍ତ୍ରର ପ୍ରକାଶକ

ଉଦାହରଣ : ବେଦାନ୍ତ କୌଣସି ଋଷିଙ୍କର ଅବଦାନ ନୁହେଁ

ସମକକ୍ଷ : ଋଷି


ଅନ୍ୟ ଭାଷାରେ ଅନୁବାଦ :

वेदमंत्रों का प्रकाशक।

वेदांत किसी एक ऋषि की देन नहीं है।
ऋषि, मंत्रकार, मंत्रदृष्ट्रा, मुनि

ଅର୍ଥ : ଦକ୍ଷ ପ୍ରଜାପତିଙ୍କ ଜଣେ କନ୍ୟା

ଉଦାହରଣ : ମୁନି ବି କଶ୍ୟପ ଋଷିଙ୍କ ପତ୍ନୀ ଥିଲେ


ଅନ୍ୟ ଭାଷାରେ ଅନୁବାଦ :

दक्ष प्रजापति की एक पुत्री।

मुनि भी कश्यप ऋषि की पत्नी थीं।
मुनि

An imaginary being of myth or fable.

mythical being

ଅର୍ଥ : ଆଧ୍ୟାତ୍ମିକ ଓ ଭୌତିକ ତତ୍ତ୍ୱର ଜ୍ଞାତା, ପରମ ବୁଦ୍ଧିମାନ, ଦୂରଦର୍ଶୀ, ସଚ୍ଚରିତ୍ର ଏବଂ ତ୍ୟାଗୀବ୍ୟକ୍ତି

ଉଦାହରଣ : ଭାରତରେ ବହୁତ ବଡ଼ ବଡ଼ ଋଷି ଲୀଳାଭୂମି

ସମକକ୍ଷ : ଋଷି, ତପସ୍ୱୀ


ଅନ୍ୟ ଭାଷାରେ ଅନୁବାଦ :

आध्यात्मिक और भौतिक तत्वों का ज्ञाता, परम बुद्धिमान, दूरदर्शी, सच्चरित्र और त्यागी व्यक्ति।

भारत में बहुत बड़े-बड़े ऋषि हुए हैं।
आप्त, ऋषि, मुनि, वाज

A mentor in spiritual and philosophical topics who is renowned for profound wisdom.

sage