ଅର୍ଥ : ଗଳାର ଉପର ଅଙ୍ଗର ମନ୍ୟ ଭାଗ
ଉଦାହରଣ :
ରାମର ମୁହଁ ଖୁସିରେ ଝଲକୁଥିଲା ଏ ପିଲାମାନଙ୍କ ମୁହଁ ସମାନ ଦିଶୁଛି ଆପଣ ଟିକେ ମୁହଁରୁ ଓଢ଼ଣା ଉଠାନ୍ତୁ
ସମକକ୍ଷ : ଆନନ, ଚେହେରା, ବଦନ, ମୁହଁ
ଅନ୍ୟ ଭାଷାରେ ଅନୁବାଦ :
The front of the human head from the forehead to the chin and ear to ear.
He washed his face.