ଅର୍ଥ : ଏକ ତିନିକୋଣିଆ,ଛୋଟ ଶିରୋଭୁଷଣ ଯାହା ବିବାହ ସମୟରେ କନ୍ୟା ମୁଣ୍ଡରେ ବନ୍ଧାଯାଏ
ଉଦାହରଣ :
ବିବାହ ମଣ୍ଡପରେ ବସିଥିବା କନ୍ୟାର ମୁଣ୍ଡରେ ମୁକୁଟ ଶୋଭା ପାଉଥିଲା
ସମକକ୍ଷ : ଟୋପର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଦେବତା ଓ ରାଜା ଆଦିଙ୍କ ମୁଣ୍ଡ ଉପରେ ଶୋଭାପାଉଥିବା ଏକ ଶିରୋଭୂଷଣ
ଉଦାହରଣ :
ରାଜାଙ୍କ ମୁଣ୍ଡରେ ମୁକୁଟ ଶୁଶୋଭିତ ହେଉଛି
ଅନ୍ୟ ଭାଷାରେ ଅନୁବାଦ :